STORYMIRROR

DEVID KUMAR SAHU

Abstract Fantasy

4  

DEVID KUMAR SAHU

Abstract Fantasy

ତମେ ସସ୍ମିତା

ତମେ ସସ୍ମିତା

1 min
10

ମନେ ପଡୁଅଛ ଗୋ ତମେ ସସ୍ମିତା  

    ଆସ ପାଖକୁ ହେବା ଟିକିଏ କଥା  ।୧

ରାତିରେ ନିଦ ହେଉ ନାହିଁ ମତେ

    ତୁମକୁ ଭାବି ଭାବି ସସ୍ମିତା ସତେ   ।୨

ଦେବୀ ସସ୍ମିତା ତୁମେ ମୋ ପ୍ରାଣ

    ମୋ ହୃଦୟେ ଥିବ ସାରା ଜୀବନ  ।୩

କାହା ସହ କଥା ହେବି ଗୋ ଧନ

    ତୁମ ଛଡା ନାହିଁ କାହା ପାଖେ ମନ । ୪

ଆସ ଦେବୀ ଏକାଠି ବସିବା

    ଦୁହେଁ ମିଶି ପ୍ରେମ କଥା ହେବା ।।    ୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract