STORYMIRROR

Nihar Acharya

Romance

2  

Nihar Acharya

Romance

ସମ୍ପର୍କ - ପ୍ରିୟା ଓ ମୋର

ସମ୍ପର୍କ - ପ୍ରିୟା ଓ ମୋର

1 min
71

ପ୍ରିୟା ମୋର

ଦେହ ତୋ'ର ପ୍ରୀତି ସରୋବର

ମୁଁ ଯେ, ସେ ପାଗଳ ଭ୍ରମର,

ଗଢିବାକୁ ନିବିଡ଼ ସମ୍ପର୍କ,

କାମନାରେ ଜର୍ଜରିତ ଏବେ ନିରନ୍ତର

ତୋ' ସ୍ୱପ୍ନର ବତୀଘରେ ବନ୍ଦୀ ହୋଇ ରହି,

ଭାବୁଛି, ଭାବିବି ତୋତେ ମନ, ପ୍ରାଣ ଦେଇ

ତୋ' ପରି ଅନିନ୍ଦ୍ୟ ସୁନ୍ଦରୀ କେହି

ମର୍ତ୍ତ୍ୟ ମଣ୍ଡଳରେ ଦେଖି ନାହିଁ ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance