ଶସ୍ତା କବିତା 19
ଶସ୍ତା କବିତା 19


ଗାଳି ମନ୍ଦ ଆଉ ପିଠି ଜଳଖିଆ
ପୁଅମାନଙ୍କର ଲିଜ୍
ସୁଉଁ ସୁଉଁ ହୋଇ କହିଦେଲେ ଝିଅ
ମାଆ ପାଖେ ଟିକେ ପ୍ଲିଜ୍
ପ୍ରମୋଦ କୁମାର ଜେନା (c)
ଗାଳି ମନ୍ଦ ଆଉ ପିଠି ଜଳଖିଆ
ପୁଅମାନଙ୍କର ଲିଜ୍
ସୁଉଁ ସୁଉଁ ହୋଇ କହିଦେଲେ ଝିଅ
ମାଆ ପାଖେ ଟିକେ ପ୍ଲିଜ୍
ପ୍ରମୋଦ କୁମାର ଜେନା (c)