STORYMIRROR

Jayaprakash Choudhury

Comedy Others

4  

Jayaprakash Choudhury

Comedy Others

ବାସ୍ତବିକ

ବାସ୍ତବିକ

1 min
432

ମୁଁ ଥିଲି ପାଦଚଲା

ସେ ଥିଲା ସ୍କୁଟିବାଲି

ସହରିଆ ଝିଅ ସିଏ

ମୁଁ ଟୋକା ଗାଉଁଲି ।


ମୁଁ ଥିଲି ସାଧାସିଧା

ସେ ଥିଲା ଷ୍ଟାଇଲିଶ

ମୋ ପାଟିରେ ଓଡ଼ିଆ

ତା ତୁଣ୍ଡେ ଖାଲି ଇଂଲିଶ ।


ମୁଁ ଥିଲି ଲାଜକୁରା

ସେ ଥିଲା ପୁରା ଓପନ

ହାତରେ ମୋ ନୋକିଆ

ପାଖେ ତା ସ୍ମାର୍ଟ ଫୋନ ।


ମୁଁ ଥିଲି ସୁନୁପାମ୍ପୁଡି

ସେ ଥିଲା ଚକଲେଟ

ସକାଳୁ ପଖାଳ ମୋର

ଖାଏ ସେ ଆମଲେଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayaprakash Choudhury

ଫନି

ଫନି

1 min ପଢ଼ନ୍ତୁ

Similar oriya poem from Comedy