STORYMIRROR

Srikanta Kumar Dash

Inspirational

2  

Srikanta Kumar Dash

Inspirational

ଶରୀର ମନ୍ଦିର

ଶରୀର ମନ୍ଦିର

1 min
13.3K


ଆହାକି ସୁନ୍ଦର 

ଘରଟି ମୋର

ବିିିଶ୍ବ ସ୍ରଷ୍ଟାଙ୍କର

ଦିିିିଵ୍ୟ ସୃଷ୍ଟି ଇଏ

ସଯତ୍ନରେ ତାକୁ

ସାଇତି ଧର--------

        ଇଟା କଙ୍କ୍ରିଟରେ ତିିିଆରି ସିିିଏ

        ଫଞ୍ଚ ମହାଭୂତେ

         ତିଆରି ଇଏ

         ରଙ୍ଗ ଚୂନବୋଳା

        ତାହାର ଶରୀର

        ସପ୍ତଧାତୁ ଦେହେ

        ପ୍ରସରୁଥାଏ-------------

 ଥିଲେ ଥାଉ ପଛେ

 ପ୍ରଭୁମନ୍ଦିର 

 ସୁନ୍ଦରତା ଵିନା

 ସବୁ ଅସାର

 ବାହ୍ୟିିିକ ସୁନ୍ଦର

କ୍ଷଣସ୍ଥ।ୟୀ ସିନା

 ଅଭ୍ୟନ୍ତର ମନ

 କେଡେ ନିଜର-------------



            ଶ୍ରୀକାନ୍ତ ଦାଶ

            ୮୮୯୫୯୨୦୨୨୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational