ଶିକ୍ଷା
ଶିକ୍ଷା


ଅନୁତାପ ଅନଳ ରେ ଜଳିଛି ଯିଏ
ପାପି ବୋଲି ତାକୁ ଅବା କହିବ କିଏ
ଭୁଲ ପରେ ଠିକ, ଠିକ ପରେ ଭୁଲ
ତାପରେ ଜ୍ଞାନ ଆସିଯାଏ ବିଲକୁଲ
ଥରକୁ ଥର ପଡି ତଳେ, ଅଭ୍ୟାସ
ହୁଏ ବଳେ ବଳେ, କଳ କଉଶଳେ
ପରିତାପ ଆଜି ଅଟେ କେହି କେବେ
ଭାବୁନି ନିଜ ଦୋଷ ଆଗେ, ବୁଝିବ କେବେ?
ପରିତାପ ଓ ଅନୁଶୋଚନା, ଶିକ୍ଷା ଆଣିବ ଯେବେ
ନେଡ଼ିଗୁଡ଼ ବୋହିଯିବା ଆଗରୁ ସାବଧାନ ହେବା ସର୍ବେ.