Kanha Mishra
Abstract
ଶୀତୁଆ ସକାଳର କୋହଲିଆ ପାଗ
ମନ ହୁଏ ଛନଛନ,
ଘରୁ ନ ବାହାରି ଲୋକେ
ଶୀତରେ ହୁଅନ୍ତି କନକନ
ନିଆଁ ଲଗାଇ ଦେହକୁ ସେକନ୍ତି
ପାଣିକୁ ଛୁଅନ୍ତି ନାହିଁ,
ନ ଗାଧୋଇ ଲୋକେ ଖରାରେ ବସନ୍ତି
ଘୋଡି ନ ହୋଇ ରହନ୍ତି ନାହିଁ
ଶୀତ ଦୀନ ର କଥା
ଚାକିରୀ ଚାକିରୀ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସ୍କନ୍ଦମାତା ସ୍କନ୍ଦମାତା
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ପୁତ୍ରର ବିଳାପ ପୁତ୍ରର ବିଳାପ