Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhaktabandhu Biswal

Inspirational Others

2.8  

Bhaktabandhu Biswal

Inspirational Others

ଶାନ୍ତିର ଜୀବନ ବଗିଚା

ଶାନ୍ତିର ଜୀବନ ବଗିଚା

1 min
523


(ଇଂରାଜୀ ମୂଳଲେଖା - ବର୍ଣ୍ଣାଡେଟ୍ ରେୟେଜ୍)

ଜୀବନ୍ ଖୋଲ୍ ମୋର୍ ବଗିଚା

ମିଲସି ଗୁରଦୁ ଶାନ୍ତି,

ଭିନ୍ ଭିନ୍ ଫୁଲ୍ ଭିନ୍ ଭିନ୍ ରଙ୍ଗ

ଗୁରେଇ ହେଇଥିସି ॥

ଜୀବନ୍ ଗୁଟେ ଉଚ୍ଚା ଟେଢା ଆଏ

ସବୁଦିନିଆ କବାର୍ ବୁତା,

ସାହସ,ସବଲ୍ ମନେ ଭାବଲେ

କରସନ୍ ସଭେ ସୁରତା ॥

ଖୁସିର୍ ବଗିଚା ଜୀବନ୍ ଚୁଚା

ଫୁଟି ପାରଲେ ଧଏନ୍,

ଜୀବନ୍ ବଗିଚା ଶାନ୍ତିର୍ ଜାଗା

ପିଇସି ଆଖିର୍ ପାଏନ୍ ॥

ଶାନ୍ତିର ଜୀବନ୍ ଧଏନ୍ ବଗିଚା

ଛାତି କଲେ ପଥର୍,

ସବୁଦିନିଆ ଆନନ୍ଦ ମିଲସି

ସେଟା ଜୀବନର୍ ବତର୍ ॥

ଭକ୍ତବନ୍ଧୁ ବିଶ୍ଵାଳ


Rate this content
Log in

Similar oriya poem from Inspirational