Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhaktabandhu Biswal

Others

3  

Bhaktabandhu Biswal

Others

FREE INDIA

FREE INDIA

1 min
36


ନାରୀ ନିର୍ଯାତନା ଓ ଶିଶୁ ଶ୍ରମିକ ଶିକ୍ଷା ସ୍ୱାସ୍ଥ୍ୟ ସଵୁ ଶୂନ୍ୟ,

ଏ ମୁକ୍ତ ଭାରତ ହୁଏ ମର୍ମାହତ ମାନ ଯଶ ଗୁଣୀ ହୀନ ।।  

ବାବୁ ଦିବା ସ୍ୱପ୍ନ କରିଛି ଗୋପନ ନାରୀ ହୁଏ ବଳାତ୍କାର,  

ଦିନ ଦିପ୍ରହରେ ଚାଲି ନ ପାରଇ ଦେଖ ଏ ଭାରତ ମୋର, ।।  

ପୁଷ୍ଟିସାର ଖାଦ୍ୟ ଶିଶୁ ନ ପାଇଣ ମାଆ ଶିଶୁ ହନ୍ତସନ୍ତ , 

ସ୍ୱାଧିନ ଭାରତ ସର୍ବ ହୃଦ ଜ୍ଞାତ ଧନ୍ୟ ନରନାରୀ ସୁପ୍ତ ।।  

ହେଲେ ସଚେତନ ନାଗରିକ ଗଣ ସୁନାବେଶ ଏ ଭାରତ,  

ସସାଗରା ଧରା ହେଵ ଆତ୍ମହରା ସଂସାରେ ଆମ ଭାରତ ।। 



Rate this content
Log in