STORYMIRROR

Hrusikesh Pradhan

Inspirational

4  

Hrusikesh Pradhan

Inspirational

ସଚେତନତା

ସଚେତନତା

1 min
122

ଆମେ ସମସ୍ତେ ସଚେତନତା ହେବା 

     କୋରୋନାକୁ ଆମେ ଦୂରେଇ ଦେବା 

ଜାଣିଶୁଣି ଯଦି ଅମାନିଆ ହେବା

     କୋରୋନାକୁ ଆମେ ଡାକି ଆଣିବା  ।।୧।।

 ହେଇ ଯିବା ସମସ୍ତେ ସଚେତନତା

      ଜାଣିଶୁଣି ହେବାନି ଅଜ୍ଞାନତା

 ବାହାରିବା ନାହିଁ ଅନାବଶ୍ୟକ ପାଇଁ

      କାହାଠାରୁ ରୋଗ ଆଣିବା ନାହିଁ  ।।୨।।

 ଯୁଗ ଥିଲା ବଦଳିଲା ହେଇଯିବା ସାବଧାନ   

       ଅଭ୍ୟାସକୁ ଛାଡ଼ି ପରିସ୍ଥିତିକୁ ଦେଖି

 ଘରେ ରହିବା ବୁଝି, ଗାଁକୁ ନକରି ଅପମାନ  ।।୩।।

  ମାନିବା ଆମେ ସାମାଜିକ ଦୂରତା

       ହେବନାହିଁ ଆମ ମୁଣ୍ଡ ବ୍ୟଥା

  ମଣିଷ ଦୃଷ୍ଟିରୁ ନିୟମ ମାନିବା

       ଜଗତକୁ ଆମେ ଉଦ୍ଧାର କରିବା

 ଏବେଠାରୁ ଆମେ କରିବା ଶପଥ

      ହେବା ନାହିଁ ଆମେ କେବେ ଅନାଥ।   ।।୪।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational