STORYMIRROR

Kanhu Charan Barik

Romance

2  

Kanhu Charan Barik

Romance

ସ୍ବପ୍ନପ୍ରିୟା

ସ୍ବପ୍ନପ୍ରିୟା

1 min
100

ସ୍ବପ୍ନପ୍ରିୟା ତୁମ ସ୍ବର୍ନିମ ଲତିକେ

ସାଜି ଆଦ୍ୟ ସୁରୁଜର ରେଣୁ ।


ବିଛୁରିତ ମନ ଉସର ପରାଣେ

ଝଙ୍କୃତ ହୁଏ ହୃଦ ବେଣୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance