ସ୍ବପ୍ନ
ସ୍ବପ୍ନ
କେବେ ଦିନେ ସ୍ବପ୍ନ ଥିଲା
ମୋର ଏଇ ହାତ ପାଆନ୍ତାରେ,
ଆଜି କିନ୍ତୁ ସ୍ୱପ୍ନ ମୋର
ମୋ ସହ ଲୁଚକାଳି ଖେଳେ।
କେବେ ଦିନେ ସ୍ବପ୍ନ ଥିଲା
ମୋର ଏଇ ହାତ ପାଆନ୍ତାରେ,
ଆଜି କିନ୍ତୁ ସ୍ୱପ୍ନ ମୋର
ମୋ ସହ ଲୁଚକାଳି ଖେଳେ।