STORYMIRROR

Gopal Behera

Romance

2  

Gopal Behera

Romance

ସାଥି

ସାଥି

1 min
3.0K



ମୋ ଆଖିରୁ ସିନା ଚାଲି ଯିବ

ହେଲେ ଏଇ ହୃଦୟରୁ ନୁହେଁ

ତୁମ ଚେହେରା ସିନା ଲୁଚିଯିବ

ହେଲେ ତୁମ ସ୍ମୁତି ନୁହେଁ

ଏଇ ସହରରୁ ସିନା ଚାଲି ଯିବ

ହେଲେ ମୋ ମନରୁ ନୁହେଁ

ତୁମ ଚେହେରା ପାଗଳ କରୁଛି

ସାଜିବାକୁ ତୁମ ପ୍ରେମିକ

ଦିନେ ଦେଖିଛି କି ନାହିଁ

ମନେ ପଡୁଛୁ ଦିନ ରାତି

କେବେ ହେବ ମୋର ସାଥୀ ।।

ତୁମ ପ୍ରେମରେ ପାଗଳ ହେଇ

ସାଜିଛି ଆଜି ତୁମ ପ୍ରେମି

ତୁମ ବାଟ ଅନେଇ ବସିଛି

କେବେ ହେବ ମୋର ସାଥି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gopal Behera

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ସାଥି

ସାଥି

1 min ପଢ଼ନ୍ତୁ

Similar oriya poem from Romance