STORYMIRROR

Jyoti Ranjan Pattanaik

Classics Others

2  

Jyoti Ranjan Pattanaik

Classics Others

ପରସ୍ପର ଏକାଠି

ପରସ୍ପର ଏକାଠି

1 min
45

ମୁଁ ସାଗର ମହାସାଗର ଦେଖିଛି

କୋହ ର ଢେଉ ଭାଙ୍ଗୁଥିବା ମନ ବି ଦେଖିଛି ।


ମୁଁ ସୁଉଚ୍ଚ ପର୍ବତ ଦେଖିଛି

ଦୁଃଖ ଯନ୍ତ୍ରଣାରେ ପଥର ପାଲଟି ଥିବା ମଣିଷକୁ ବି ଦେଖିଛି ।


ସତ କଣ ଜାଣିନି, କିନ୍ତୁ

ମନ ସବୁବେଳେ କହୁଛି ।


ସାଗର ଆଉ କୋହଭରା ମନ

ପର୍ବତ ଆଉ ପଥର ପାଲଟିଥିବା ମନ

ପରସ୍ପର ଏକାପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics