STORYMIRROR

Ranjita Pradhan

Abstract

3  

Ranjita Pradhan

Abstract

ପ୍ରକୃତି ରାଣୀ 🌿🍀

ପ୍ରକୃତି ରାଣୀ 🌿🍀

1 min
132

ପ୍ରକୃତିର ରୂପ କେତେ ମନୋହର 

ବର୍ଣ୍ଣିବାକୁ ଶବ୍ଦ ପାଶେ ନାହିଁ ମୋର,

ପ୍ରକୃତି ନିୟମେ ବନ୍ଧା ଏ ଶରୀର 

ସେହି ଯେ ପ୍ରିୟ ପ୍ରକୃତି ମୋର..... (୧)

ସବୁଜ ସୁନ୍ଦର ରୂପ ଯେ ତାହାର 

ଗୁଣୁଗୁଣୁ କରେ ତା ମଧୁର ସ୍ୱର 

ତା ପାଣି ପବନ ଗଛ ପତର, 

ମନ କୁ ଦିଏ ମୋ ତୃପ୍ତି ର ଆହାର.... (୨)

ପ୍ରକୃତି ପିନ୍ଧିଛି ସତେ ସବୁଜ ଅମ୍ବର 

ହର୍ଷ ହୁଏ ମନ ଦେଖି ସୌନ୍ଦର୍ଯ୍ୟ ପ୍ରକୃତି ର 

ପ୍ରକୃତି ଶୋଭାରେ ପୂତ ହୁଏ ନେତ୍ର ମୋର 

ସୌନ୍ଦର୍ଯ୍ୟ ବର୍ଣ୍ଣିବାରେ ପ୍ରକୃତି ରାଣୀ ର..... (୩)

ଆଲ୍ଲାଦିତ ହୁଏ ମନ ସୋରବର 

ଯେବେ କର୍ଣ୍ଣ ଶୁଣେ ପ୍ରକୃତି ର ସ୍ୱର 

ପ୍ରାର୍ଥନା ମୋର ଏତିକି ଠାକୁରେ 

ସୁରକ୍ଷା କର ମୋ ପ୍ରକୃତି ମା ର..... (୪)


#ରଞ୍ଜିତା.....


Rate this content
Log in

Similar oriya poem from Abstract