STORYMIRROR

Krushnapriya Sahu

Inspirational

3  

Krushnapriya Sahu

Inspirational

ପରିବାର

ପରିବାର

1 min
223

ମୋ ପରିବାର ସବୁଠୁ ସୁନ୍ଦର,

ଏଇ ହେଉଛି ମୋ ସରଗ ପୁର।

ଏଇଠି ରୁହନ୍ତି ମୋ ବାପା ମା,

ଜେଜେ ଆଉ ମୋ ଜେଜେମା।

ମୋ ପାଇଁ ସମସ୍ତେ ଥାଆନ୍ତି ଚିନ୍ତିତ,

ଭବିଷ୍ୟତରେ ଜଣେ ଭଲ ନାଗରିକ ହେବ।

ମୋ ବାପା ମା'ଙ୍କ ଚିନ୍ତାକୁ ଦୁରେଇ ମୁଁ ଦେବି,

ଦେଶ ପାଇଁ ଭଲ କାମ କରି,

ଦୁନିଆରେ ଦିନେ ଭଲ ମଣିଷ ହେବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Krushnapriya Sahu

Similar oriya poem from Inspirational