Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ପ୍ରେମଋତୁ

ପ୍ରେମଋତୁ

1 min
314



ଏଇ ଏବେ ଏବେ 

ତମେ ଦେଖା ହେଲା ପରେ

ଗ୍ରୀଷ୍ମ ଆସିଥିବା ଦେହରେ

ଆସିଛି ପ୍ରେମର ଋତୁ ।


କେବେ ଫିକା ଫିକା ଲାଗୁଥିବା ମନ

ଏକା ଏକା ବଞ୍ଚୁଥିବା ହୃଦୟ

ତମକୁ ନେଇ ଦେଖୁଛି ନିତି 

ନୂଆ ନୂଆ ସ୍ବପ୍ନ ।


ଏବେ ତମେ

ମରୁଜ ମନର

ସାମୁଦ୍ରିକ ନାୟିକା

ଯେବେ ତମେ ଅତୀତ ସାଜ

ଏ ମୁହୂର୍ତ୍ତ ଗୁଡାକ ଲାଗେ

ବିଷ କଣିକା ।


Rate this content
Log in

Similar oriya poem from Abstract