Sasmita Sahu
Action Others
ପ୍ରେମ ନୁହେଁ ସେତ ଅନଳ
ମଣିଷକୁ କରେ ବିହ୍ୱଳ
ମଦ ପରି ପିଇ ଦିଅନ୍ତି
ଶରୀରକୁ ନଷ୍ଟ କରନ୍ତି ।
ମଦ ନିଶା ଯେବେ ଛାଡିବ
ହୃଦୟେ ଯନ୍ତ୍ରଣା ପଶିବ
ସମୟ ନ ଥିବ ପାଖରେ
ନଥିବେ କେହି ତ ସାଥିରେ।
ବୁଝିବା ବେଳକୁ ସବୁ ସରିଯିବ
ପଡ ନହିଁ ଏହି ଭିତରେ।
ପ୍ରେମ
ଦେବୀ ଦେବୀ
ପ୍ରାଣେ ଭରିଦିଅ ଉତ୍ସାହ, ଶକ୍ତି ଶକ୍ତି ସ୍ବରୂପା ତୁମେ ଦେବୀ ରୂପେ ମା' ଆସ ଅବତରୀ ପ୍ରାଣେ ଭରିଦିଅ ଉତ୍ସାହ, ଶକ୍ତି ଶକ୍ତି ସ୍ବରୂପା ତୁମେ ଦେବୀ ରୂପେ ମା' ଆସ ଅବତର...
ମନ କଥା ମନ କଥା
ଶକ୍ତି ସ୍ୱରୂପା ମା ଦୁର୍ଗା ଶକ୍ତି ସ୍ୱରୂପା ମା ଦୁର୍ଗା
ମୋ ବାସ ମୋ ଭାବନା ମୋ ବାସ ମୋ ଭାବନା
ଏବେବି ସମୟ ଅଛି, ନଈର ସୁନ୍ଦରତା ରକ୍ଷା କର, ସ୍ୱାର୍ଥତ୍ୟାଗୀ, ତାକୁ ବିଶୋଧିତ କରି ନିର୍ମଳ କର | ନ ଏବେବି ସମୟ ଅଛି, ନଈର ସୁନ୍ଦରତା ରକ୍ଷା କର, ସ୍ୱାର୍ଥତ୍ୟାଗୀ, ତାକୁ ବିଶୋଧିତ କରି ନିର୍ମଳ ...
କୁରୁସଭା ତଳେ ସିନା କୃଷ୍ଣ ଦେଇଥିଲେ ବସ୍ତ୍ର , ଏବେ ଏ ଅସଭ୍ୟତାକୁ ହାରିବ କେଉଁ ଅସ୍ତ୍ର ? କିଏ ଅବା ର କୁରୁସଭା ତଳେ ସିନା କୃଷ୍ଣ ଦେଇଥିଲେ ବସ୍ତ୍ର , ଏବେ ଏ ଅସଭ୍ୟତାକୁ ହାରିବ କେଉଁ ଅସ୍ତ୍ର ? ...
ସବୁ କିଛି ଥାଇ ମଧ୍ୟ ଲାଗେ ମୋତେ ଯେମିତି ମୁଁ ଶୂନ୍ୟତାର କବଳରେ ଯଦି ତୁମେ ନ ଥାଅ ମୋ ପାଖରେ ସବୁ କିଛି ଥାଇ ମଧ୍ୟ ଲାଗେ ମୋତେ ଯେମିତି ମୁଁ ଶୂନ୍ୟତାର କବଳରେ ଯଦି ତୁମେ ନ ଥାଅ ମୋ ପାଖ...
ଆଉ କରନା ... ଆଉ କରନା ...
ଆଶା ଅଭିପ୍ସା ମାନ ଅଭିମାନର ଗଭୀର ନୀଳ ସାଗର ହଁ କିଛିଟା ଅଚିହ୍ନା ଅଦେଖା ଅନେକଟା ଅତି ଆପଣାର ।। ଆଶା ଅଭିପ୍ସା ମାନ ଅଭିମାନର ଗଭୀର ନୀଳ ସାଗର ହଁ କିଛିଟା ଅଚିହ୍ନା ଅଦେଖା ଅନେକଟା ଅତି ଆପଣାର ...
ଶୋଷକୁ ସାଉଁଟି ଶେଷେ ଶେଷସତ୍ୟ ପାଇଁ ଶେଷ ସାରିବାକୁ ଆସେ ମୃତ୍ୟୁ ଧାଇଁ ଧାଇଁ !! ଶୋଷକୁ ସାଉଁଟି ଶେଷେ ଶେଷସତ୍ୟ ପାଇଁ ଶେଷ ସାରିବାକୁ ଆସେ ମୃତ୍ୟୁ ଧାଇଁ ଧାଇଁ !!
ବାହାରେ ବୁଲିଲେ କରୋନା ଧରିବ ଓଠରୁ ହଜିବ ହସ .....। ବାହାରେ ବୁଲିଲେ କରୋନା ଧରିବ ଓଠରୁ ହଜିବ ହସ .....।
ମାନିଲ ତ ଭଲ ନମାନିଲେ ମଲ ପୃଥିବୀଟା ବିଷମୟ .....। ମାନିଲ ତ ଭଲ ନମାନିଲେ ମଲ ପୃଥିବୀଟା ବିଷମୟ .....।
ଅଠାକୁ ଛଡେଇ ହେଲି ମୁଁ ଭିକାରୀ ରାସ୍ତା କଡେ ନିତି ଶୁଏ। ଅଠାକୁ ଛଡେଇ ହେଲି ମୁଁ ଭିକାରୀ ରାସ୍ତା କଡେ ନିତି ଶୁଏ।
ଶ୍ୟାମ ଦେଶ ପରମ୍ପରା ପଟୁଆ ନାବ ଉତ୍କଳ ନୌ ପରମ୍ପରା ବୋଇତ ବନ୍ଦାଣ ।। ଶ୍ୟାମ ଦେଶ ପରମ୍ପରା ପଟୁଆ ନାବ ଉତ୍କଳ ନୌ ପରମ୍ପରା ବୋଇତ ବନ୍ଦାଣ ।।
ତୁମ୍ଭେ ଏଜାତିର ଅସ୍ତିତ୍ବ ଅସ୍ମିତା ଗୌରବ ସ୍ବାଭିମାନ ତୁମ୍ଭ ଚରଣ କମଳେ କୃତଜ୍ଞ ଜାତିର ଶତ ଶତ ନମନ । ତୁମ୍ଭେ ଏଜାତିର ଅସ୍ତିତ୍ବ ଅସ୍ମିତା ଗୌରବ ସ୍ବାଭିମାନ ତୁମ୍ଭ ଚରଣ କମଳେ କୃତଜ୍ଞ ଜାତିର ଶତ ଶ...
ଶିକ୍ଷା ନୁହେଁ ଖାଲି ଯୋଗ୍ୟତାର ନାମ ଏ ବାସ୍ତବ ଜୀବନରେ ଶିକ୍ଷା ନୁହେଁ ଖାଲି ଯୋଗ୍ୟତାର ନାମ ଏ ବାସ୍ତବ ଜୀବନରେ
ଶିଶୁ ତୁମେ ଆଶା ଅଭିଳାଷ ମାନବ ଜାତିର ଶିଶୁ ତୁମେ ଆଶା ଅଭିଳାଷ ମାନବ ଜାତିର
ବୁଦ୍ ବୁଦ୍ ପରାଏ ଜୀବନ ବୁଦ୍ ବୁଦ୍ ପରାଏ ଜୀବନ
କରୁଥାଅ ନିତି ଗେଲ କରୁଥାଅ ନିତି ଗେଲ