ପ୍ରେମ
ପ୍ରେମ
ପ୍ରେମ
ପ୍ରେମ ସତରେ କେତେ
ନିର୍ବୋଧ ନିରୀହ
ନିରୁପାୟ ନିଃସହାୟ !
କିଏ ସେ କାହିଁକି
କେଜାଣି କେମିତି
ରଚିଯାଏ ଚକ୍ରାନ୍ତର ଚକ୍ରବ୍ୟୁହ
ସୁନ୍ଦର ଷଡଯନ୍ତ୍ର
ଅବୋଧ ଅଭିମନ୍ୟୁକୁ
ଜଣାନଥାଏ ମୁକୁଳିବାର ମନ୍ତ୍ର
ଜୀବନ ଇ ମୃତ୍ୟୁ ବତ୍ ।
ପ୍ରେମ
ଅନ୍ଧ : ଅନ୍ଧାରିମୁଲକ ଗୀତ
ଆତ୍ମାର ଅନ୍ତର୍ଦାହ
ଖୋଜେ ଭିନ୍ନ ପରିଚୟ ।।