STORYMIRROR

Sandeep Pradhan

Abstract

3  

Sandeep Pradhan

Abstract

ପ୍ରଭୂତୁମେ

ପ୍ରଭୂତୁମେ

1 min
211

ପ୍ରଭୁ ତୁମେ

ଗିରି ପରି ମୋତେ ନିଶ୍ଚଳ କର

କେବେ ବିଚଳିତ ନହୁଏ

ସଦା ହରଷେ କର୍ମ କରି

ଉଚ୍ଚା ଶିରକରି ଚାଲୁଥାଏ। 

ପିପିଲିକା ପରି କରୁଥାଏ କର୍ମ

ନୀରବରେ ରହି ରହି

ବିଦ୍ଯା ବୁଦ୍ଧି ସବୁ ସାଉଁଟି ସାଉଁଟି

ବୁଦ୍ଧିମାନ୍ ହୁଏ ମୁହିଁ। 

ଝରଣା ସମ ଝରି ଝରି ସଦା

ଗାଉ ଥାଏ ସାମ୍ଯଗୀତି

ଦୟା କ୍ଷମା ସ୍ନେହ ବାଣ୍ଟୁ ଥାଏ

ସଦା କରୁଣା ଥାଉ ମୋ ପ୍ରତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sandeep Pradhan

Similar oriya poem from Abstract