STORYMIRROR

Mr. Pradeep Kumar Dash

Inspirational Children

3  

Mr. Pradeep Kumar Dash

Inspirational Children

ପିତା ର ଲୁହ

ପିତା ର ଲୁହ

1 min
170

ପିତା ବି ଏଠି କାନ୍ଦେ,

ବେଳେବେଳେ ଲୁଚି ଲୁଚି,

ବେଳେବେଳେ ସର୍ବସମ୍ମୁଖରେ।

ଲୁହକୁ ନିଜର ଭାବେ ବେଳେବେଳେ,

ସବୁଦିନ ସେ ଜଳୁଥାଏ ଯନ୍ତ୍ରଣା ଜୁଇରେ,

ସମାଜ ପରିବାର ଠାରୁ ଅନତି ଦୂରରେ।

କୁହେଲିକା ପଛେ ସେ ଧାବମାନ ନୁହଁନ୍ତି,

ସେ ପରିବାର ଖୁସି ପାଇଁ କିଛି ବି କରି ପାରନ୍ତି।

ସ୍ଵର୍ଗରୁ ଚାନ୍ଦ ଆଣି ହାତରେ ଧରାଇବାର କ୍ଷମତା ସେ ରଖନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mr. Pradeep Kumar Dash

Similar oriya poem from Inspirational