STORYMIRROR

Tikelal Majhi

Inspirational

2  

Tikelal Majhi

Inspirational

ଫଗୁଣ ଆସିଛି ଅବିର ନେଇ

ଫଗୁଣ ଆସିଛି ଅବିର ନେଇ

1 min
13.8K


ପବନ ବହୁଛି ଚଉଦିଗ ଛୁଇଁ

ନାନା ଫୁଲ ବାସ ସାଥିରେ ନେଇ,

ସବୁଜ ବନାନୀ ହସି ଉଠଇ

ପ୍ରକୃତି ରାଣୀର ଶୋଭା ବଢ଼଼ଇ,

ଆମ୍ବ ବଉଳକୁ ଭ୍ରମର ଛୁଇଁ

ଏ ଫୁଲୁ ସେ ଫୁଲେ ପରାଗ ନେଇ,

ସା,ରେ,ଗା,ମା,ପା,ଧା,ସ୍ବର ରେ ଗାଇ

ପରିଶ୍ରରମ କରେ ବକ୍ଷ ଫୁଲାଇ,

ପରିଶ୍ରମ କରି ଥକେନି କାହିିଁ

ତାହାର ମୂୂଲ ଯେ ଜାଣିଛି ସେହି,

କହେ ଉଠ୍ ବେଗେ ମଣିଷ ଭାଇ

ଅଳସ ପଣକୁ ବିଦାୟ ଦେଇ,

ପରିଶ୍ରମ କର ଆନନ୍ଦେ ତୁହି

ସମୟ ସାଥିରେ ତାଳ ମିିଲାଇ,

ବସନ୍ତେ ଫଗୁଣ ସେ ନୂୂୂଆଁଁ ହୋଇ

ସୁଖର ପସରା ମେଳାଇ ଦେଇ,

ପୁରପଳ୍ଲୀ ମୁଖେ ହସ ଫୁୁଟାଇ

ରଙ୍ଗ ଖେଳ ନେଇ ଆସିଛି ଧାଇଁଁ,

ରହି ଅଛି ପରେ କଥାରେ ଭାଇ

ଦେହରେ ଅବିର ଦେଲେ ଲଗାଇ,

ବସନ୍ତ ରୋୋଗ ଯେ ଯାଏ ଦୂରେଇ

ଜାନି,ଯାତ,ଖେଳକୁଦଟି ଯହିଁ,

ସୁଖେ ଦିନ ବିତେ ଦୁଃଖ ଯେ ନାହିଁଁ

ଶୁଖ,ଶାନ୍ତି ର ବାରତା ଦେଇ,

ଆସିଛି ଫଗୁଣ ଅବିର ନେଇ  ।।।।।

ଟିକେଲିିିଲ ମାଝୀ

କୁଇବାହାଲ ତୁରେକେଲା ବଲାଙ୍ଗିର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational