STORYMIRROR

jyoti prakash

Abstract Comedy Tragedy

3  

jyoti prakash

Abstract Comedy Tragedy

ପାର୍ବଣରେ ମା ଦୁର୍ଗା

ପାର୍ବଣରେ ମା ଦୁର୍ଗା

1 min
147


ପୂଜା ପୂଜା ଦିନ ପୂତ ଯୁକ୍ତ ମନ

ଅନାବିଳ ପ୍ରେମ ଭାବ

ରାଜା ରାହେ ସ୍ୱରି ରାଜାର ନନ୍ଦିନୀ

ଜନ୍ମ ଆଜି ଅନୁଭବ ।


 ପ୍ରେମ ତରଙ୍ଗିଣୀ ସେ କନ୍ୟା ରମଣୀ

 ପ୍ରେମ ର ମୌଡ ମଣି

 ପ୍ରେମ ହେଲେ ଉଭା କୀର୍ତ୍ତି ଦାର ଗର୍ଭ।

 ପ୍ରେମ ନଗରୀର ରାଣୀ ।


 ବୃଷ ଭାନୁ ପିତା ବର୍ଷଣ ର କର୍ତ୍ତା

 ରାଜା ସେ ରଜଧିଶ୍ୱାର 

 ରାଧା ଜନ୍ମ ହେଲେ ମହି ଚହଟିଲା

 ଶୁକ୍ଳ ପକ୍ଷ ମଧ୍ୟାନ୍ତର।


Rate this content
Log in

Similar oriya poem from Abstract