STORYMIRROR

Himadri Majhi

Inspirational

3  

Himadri Majhi

Inspirational

ନାରୀ

ନାରୀ

1 min
282

ନାରୀ


ନାରୀ ! କେବେ ଅବଳା ନ ଥିଲା

ନା ଆଜି ଆଛି 


ସେ ପ୍ରତିଥର ତ ଦେଇଛି

ତା ଶକ୍ତିର ଯଥେଷ୍ଟ ପରିଚୟ

ତା କୀର୍ତ୍ତିର ମହାପୁରାଣରେ

ଆଙ୍କିଛି ତା ମହୀୟାନ ଶିଳା ଲେଖ


ତଥାପି ତମେ ମାନେ ତାକୁ ଅବଳା କୁହ

ହେଲେ କାହିଁକି 

ଦିଅ ମୋର ପ୍ରଶ୍ନର ଉତ୍ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Himadri Majhi

ନାରୀ

ନାରୀ

1 min ପଢ଼ନ୍ତୁ

Similar oriya poem from Inspirational