STORYMIRROR

Dr.Sunanda Pattnayak

Inspirational

2  

Dr.Sunanda Pattnayak

Inspirational

ନାରୀ

ନାରୀ

1 min
13.6K


ସେହିସେ ନାରୀ ମାନେ,

 ନାରୀକଣ୍ଠୀମାନଙ୍କୁ,

ବସୁଧା ପରିନାରୀ ମାନଙ୍କୁ,

ସେମାନଙ୍କୁ ଅଭିଷିକ୍ତ କରାଅ,

ଆଉ ସଜେଇ ଦେଉଥାଅ,ଫୁଲର ମହମହ ବାସ୍ନାରେ,

ସେମାନଙ୍କୁ ଆଣୁଥାଅ କବିତାରେ,

ଗଳ୍ଘର ମୂଳ ଚରିତ୍ରଟିଏ ହୁଅନ୍ତୁ ସେମାନେ,

ସେହି ନାରୀକଣ୍ଠୀ ମାନେ,

ସେହିସେ ନାରୀ ମାନେ,

ଆଜୀବନ ଦାନ କରିଚାଲୁଥାନ୍ତି

ନମାଗତ୍ନି ପ୍ରତିଦାନ କେବେ,

ଜୀବନରେ ଯିତିବାର ପଣରଖୁଥାନ୍ଢି,

ଆମରଣ ଯୁଝୁଥାନ୍ତି , ହେଉଥାତ୍ନି ରକ୍ଢସ୍ନାତ,

ହୁଅନ୍ତିନି କେବେକାହା ଦୟାର ଭିକିରୀ,

ସେହିସେ ନାରୀରୂପି ବସୁଧା ଆଗୋ,

ନଦୀପରି ବହୁଥାଅ,କଳକଳହୋଇ,

ସୁଜଳା ସୁଫଳା କରୁଥାଅ,

କେତେ କ୍ଷେତ କିଆରୀର ବକ୍ଷ,

ସେହି ନଦୀ,ନାରୀ ,ବସୁଧା ଆଦିଙ୍କୁ,

ଆଜି ଶତଶତ ପ୍ରଣାମ ,

ଯେଉଁଥିରେ ଭରିଥାଉ ,

ଅନୁଶାସନର,

ଆଲୋକିତ ଆଭା .


Rate this content
Log in

More oriya poem from Dr.Sunanda Pattnayak

Similar oriya poem from Inspirational