STORYMIRROR

Priyadarshini Nayak

Inspirational Others

3  

Priyadarshini Nayak

Inspirational Others

ନାରୀ ତମେ ହୁଅ ଜାଗ୍ରତ

ନାରୀ ତମେ ହୁଅ ଜାଗ୍ରତ

1 min
11.8K

ନାରୀ ତୁମେ ହୁଅ ଜାଗ୍ରତ

ଜାଗି ଉଠ ଜାଗି ଉଠ ଆଜିର ନାରୀ ତୁମେ ଜାଗି ଉଠ

ହୋଇ ଉଠ ଜାଗ୍ରତ l


ତୁମ ବିନା ଅଧା ଏ ସାରା ଜଗତ

ଯେତେ ଆସୁ ଜୀବନରେ ଦୁଃଖ କଷ୍ଟ ଝଡ଼ ଝଂଜା

ନୁଆଇବନି କେବେ ତୁମେ ମଥା l


ପ୍ରଗତିର ଚଲା ବାଟେ ନିଜକୁ କର ସ୍ଥାପିତ

ବିଶ୍ୱାସର ଫୁଲ ରେ ଭରି ଦିଅ ସାରା ପଥ l


ଚାରି କାନ୍ଥ ଭିତରୁ ବାହାରି ଆସ ସହଲ

ତୁମ ପାଇଁ ଅପେକ୍ଷା ରତ ସବୁ ସକାଳ

ଯେଉଁ ମାନେ ତୁମ ପାଇଁ ଦାନବ

ତାଙ୍କୁ ତମେ କର ସଂହାର

ଜାଗି ଉଠ ଜାଗି ଉଠ ଆଜିର ନାରୀ ତୁମେ ଜାଗି ଉଠ

ହୋଇ ଉଠ ଜାଗ୍ରତ ତୁମ ପାଇଁ ଅପେକ୍ଷା ରତ ନୂଆ ସକାଳ l


Rate this content
Log in

Similar oriya poem from Inspirational