STORYMIRROR

Priyadarshini Nayak

Others

3  

Priyadarshini Nayak

Others

ମାଆ

ମାଆ

1 min
11.4K

ସବୁରି ଭଲ ରେ ଥାଏ

ସଦା ସ୍ନେହ ବାନ୍ତୁ ଥାଏ

ନା ଟି ତାର ମାଆ ଅଟଇ

ଦୁଃଖରେ ଥିଲେ ବି ଦିଏ ହସାଇ

ରୁଷି ଥିଲେ ଦିଏ ମନାଇ

ସାଗର ଠୁ ସହିବା ଶକତି ତର

ଆକାଶ ଠୁ ବିଶାଳ ହୃଦୟ ତାର

ନିଜ ଭିତରେ ଥିଲେ ଯେତେ ଦୁଃଖ ଜଣାଇ ନାଇ ସେ

ଲୁହ ପିଇ ପିଇ ନିଜେ ବଞ୍ଚେ,

ପି ମାନଙ୍କୁ ମମତା ର ଅମୃତା ବାଣ୍ଟେ

ସେ ସ୍ନେହମୟୀ ମାମତାମୟୀ

ନାହିଁ ତାର ତୁଳନା ନାହିଁ ତାର କଳନା

ତା ପରସା ରେ ଥାଏ କେତେ ସ୍ନେହ

ସେ ସ୍ନେହ ରେ ନଥାଏ ଛଳନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyadarshini Nayak