STORYMIRROR

Sakti Mahapatra

Abstract

2  

Sakti Mahapatra

Abstract

ମୁଁ କଣ ତୁମର?

ମୁଁ କଣ ତୁମର?

1 min
261

ମୁଁ କଣ ତୁମର

ଆଜି ସେ ପଚାରେ

ସମାଜକୁ ବାରମ୍ବାର

ହେ ସମାଜ ଦେବିକି ଉତ୍ତର

ମୁଁ କଣ ତୁମର

ପ୍ରଭୁଙ୍କୁ ପୁଜିଲି

ଵଡ ଙ୍କୁ ନମିଲି

ବିନୟୀ ହୋଇଲି

ଯେବେ ବଡ଼ ହେଲି

କଡ଼ରୁ ଫୁଟିଲି

ଅଜଣା ହୋଇଲି

କାହାର ନୋହିଲି

କାହିଁ ଏତେ ହେଲି

ପ୍ରଭୁଙ୍କ ନୋହିଲି

ଆଜି ପଚାରିଲି

ମୁଁ କଣ ତୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract