STORYMIRROR

KIRTTAN BIHARI MAHANTA

Children

3  

KIRTTAN BIHARI MAHANTA

Children

ମୋ ଜନ୍ମଭୂମି

ମୋ ଜନ୍ମଭୂମି

1 min
245

  ମୋ ଜନ୍ମଭୂମି 

 ଏଇ ଆମ ଜନ୍ମଭୂମି କେଡେ ସୁନ୍ଦର

   ତା ଦେହରେ ଅଛି କେତେ ଗିରି କନ୍ଦର

ସରାଗେ ତା ପାଦ ଧୋଏ ..

     ତିନି ସାଗର...

ଏଇ ଆମ ଜନ୍ମଭୂମି କେଡେ ସୁନ୍ଦର

ଝରଝର ଗଙ୍ଗା ବହି ଯାଏ

   ଅମୃତର ନୀର ଦେଇ

ପାପୀ ତପି ସବୁ ତରିଯାନ୍ତି

  ସେ ଅମୃତ ନୀର ପିଇ

ମଳୟ ତା କିଣି ନିଏ ମନ ଆମର

 ଏଇ ଆମ ଜନ୍ମଭୂମି କେଡେ ସୁନ୍ଦର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children