STORYMIRROR

Rojalin Swain

Inspirational Others Children

3  

Rojalin Swain

Inspirational Others Children

ମୋ ଗାଁ

ମୋ ଗାଁ

1 min
343

ସକାଳ ହେଲେ ନିଅତି ଉଇଁ 

ପୂରୁବ ଦିଗ ରବି 

କେତେ ସୁନ୍ଦର ଗାଁଟି ମୋର 

ଅଭୁଲା ତାର ଛବି 

ବିହଗ ସ୍ୱର କି ମନୋହର 

ବାଦୁଡ଼ି ପଲ ପଲ 

ପାଇକ ପିଲା ମାରଇ ସୁନ

ସତେକି ଅବା ମଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rojalin Swain

ମୋ ଗାଁ

ମୋ ଗାଁ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ମୋ ଗାଁ

ମୋ ଗାଁ

1 min ପଢ଼ନ୍ତୁ

Similar oriya poem from Inspirational