STORYMIRROR

Rojalin Swain

Inspirational Children

3  

Rojalin Swain

Inspirational Children

ଆଶା

ଆଶା

1 min
390

ଜୀବନରେ କେତେ ଅଛି ଆଶା 

ଆଶା ଜୀବନର ଏକ ପରିଭାଷା 

ଆଶା ଜୀବନର ଏକମାତ୍ର ଭରସା 

ଏହା ହିଁ ଦୁଃଖ ପରେ ସୁଖର ନୂଆ ଉଷା 

ଆଶା ହିଁ ଜୀବନର ପ୍ରଥମ ଅଂଶ 

ଆଶା ହିଁ ଜୀବନରେ ସବିଶେଷ ଅଂଶ 

ମଣିଷ ଜୀବନର ଅଛି ବିନାଶ 

ଆଶା କେବେ ହେବନି ଶେଷ 

ମଣିଷ ଜୀବନରେ ଅଛି ଯେ ଆଶା

ସୁଖ ସହ ଦୁଃଖ ହୋଇଛେ ମିଶା

ପରାତ୍ମ ହିଁ ଆତ୍ମ ଏକ ଆଶା 

 ଆତ୍ମାକୁ ଭଲ ପାଅ ସିନା 

କରନି ହିଂସା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rojalin Swain

ମୋ ଗାଁ

ମୋ ଗାଁ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ମୋ ଗାଁ

ମୋ ଗାଁ

1 min ପଢ଼ନ୍ତୁ

Similar oriya poem from Inspirational