Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ରଞ୍ଜିତ ରଞ୍ଜନ ବାରିକ

Abstract

2  

ରଞ୍ଜିତ ରଞ୍ଜନ ବାରିକ

Abstract

ମୋ ଦେହେ ଲାଗିଲା

ମୋ ଦେହେ ଲାଗିଲା

1 min
165


ଲାଗିଲା ଲାଗିଲା ମୋ ଦେହେ ଲାଗିଲା,

ଏ କି ରଙ୍ଗ ଲାଗିଲା,

ଶ୍ରାବଣ ଟା ଆଜି ଫଗୁଣ ଫଗୁଣ ବାସିଲା

ଲାଗିଲା ଲାଗିଲା ମୋ ଦେହେ

ଏ କି ରଙ୍ଗ ଲାଗିଲା,

ଭିଡ଼ ଭିତରେ ଏକା ଏକା ଅନୁଭବ ହେଲା

ଲାଗିଲା ଲାଗିଲା ମୋ ଦେହେ ଲାଗିଲା

ଏକି ରଙ୍ଗ ଲାଗିଲା

ତୁମ ପରଷ ରେ ହୃଦୟ ଟା ମୋର ରଙ୍ଗୀନ ହେଲା

ଲାଗିଲା ଲାଗିଲା ମୋ ଦେହେ ଲାଗିଲା

ଏ କି ରଙ୍ଗ ଲାଗିଲା

ଯେତେ ଧୋଇଲେ ବି

ଆହୁରି ଚକମକ ଚକମକ ଦିଶିଲା

ଲାଗିଲା ଲାଗିଲା ମୋ ଦେହେ ଲାଗିଲା

ଏ କି ରଙ୍ଗ ଲାଗିଲା

ତୁମ ବିନା ଦୁନିଆ ଟା ମୋର ଖାଲି କାନଭାସ ପରି ଥିଲା

ସତେ ଆଜି ମୋ ଜୀବନେ ବସନ୍ତ ଟା ଆସି ରଙ୍ଗୀନ କରିଦେଲା

ଲାଗିଲା ଲାଗିଲା ମୋ ଦେହେ ଲାଗିଲା। ପ୍ରେମ ର ସେ ପ୍ରଥମ ରଙ୍ଗ ଟା ଲାଗିଲା


Rate this content
Log in

Similar oriya poem from Abstract