ତୁଣ୍ଡି
ତୁଣ୍ଡି
1 min
2.8K
ନୁହେଁ ମୁଁ ଓଲିଆ, ନୁହେଁ ମୁଁ ବାଳୁଙ୍ଗା
ମୁହଁ ରେ ବାନ୍ଧିଛି ତୂଣ୍ଡି।
ହଇରେ ଚାଇନା , ଏକି ନୂଆ ରୋଗ
ଜନମେଇଲୁ। ମୁହେଁ ମୋର ଆଜି ଟଙ୍ଗେଇଲୁ।
ନାଁ ତା କରୋନା , କହିଛି ସଭିଙ୍କୁ ସତର୍କ ହୋଇ ରହିଲେ
ମୁଁ କାହା ପାଖ ପସେନା।
ପେଟରେ ପଡୁନି ଦାନା,
କେମିତି ପଡିବ ?
ମୋ ମୁହେଁ ଆଜି ତ ବନ୍ଧା ତୁଣ୍ଡି।
