STORYMIRROR

Ritesh Pradhan

Classics

2  

Ritesh Pradhan

Classics

ମୋ ବୋଉ

ମୋ ବୋଉ

1 min
3.1K

ବୋଉ ତୋ ମୁହଁକୁ           ଦେଖିଦେଲେ ଥରେ

            ଅଶୁଭ ହୁଅଇ ଶୁୁଭ,

ଏ ସାରା ଜଗତେ            ଆମ ବୋଉ ପରି

            କହ ଆଉ କିଏ ହବ।

ତୋର କଥା ମାନି            ବାଟ ଚାଲୁଥିଲେ

            କଣ୍ଟା ବି ହୁଅଇ ଫୁଲ,

 ତୋ ସ୍ନେହ ମମତା          ତୋ ଗେହ୍ଲା ଆଦର

            କିଏ ବା କରିବ ମୂଲ।

ଆଜି ଶୁଭଦିନେ।             ଅଳି ମୋର ପ୍ରଭୁ

            ତୁମ ଶ୍ରୀ ଚରଣ ତଳେ,

ଯୁଗେ ଯୁଗେ ମୁୁୁହିଁ            ଜନମୁ ଥିବି ମୋ

           ସ୍ନେହମୟୀ ବୋଉ କୋଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ritesh Pradhan

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

Similar oriya poem from Classics