STORYMIRROR

Ankit Kumar Sahu

Children

3  

Ankit Kumar Sahu

Children

ମନେପଡେ

ମନେପଡେ

1 min
291

ମନେପଡେ ସେ ସ୍କୁଲ ଦିନ କଥା,

କେତେ, ଖୁସି, ମସ୍ତି ଦୁଷ୍ଟାମିର ମଜା।

ଖେଳ ପଡ଼ିଆରେ କ୍ରିକେଟର ମଜା,

ମନେପଡେ ଖାଲି ସେଦିନର କଥା।

ମ୍ୟାମ୍ ଙ୍କ ଗାଳି ଆଉ ସାଙ୍ଗଙ୍କ ଥଟ୍ଟା,

ନାହିଁ ହୋମୱର୍କର ଟେନସନ

ନାହିଁ ପ୍ରୋଜେକ୍ଟର ଚିନ୍ତା।

ଅନଲାଇନ୍ କ୍ଲାସ ରୁ ମିଳିଯାଉ ମୁକ୍ତି,

ଖୋଲିଯାଉ ସ୍କୁଲ ଜଲଦି,

ହେବୁ ଆମେ ଖୁସି।


Rate this content
Log in

More oriya poem from Ankit Kumar Sahu

Similar oriya poem from Children