Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Durgaprasad Panda

Classics

2.9  

Durgaprasad Panda

Classics

ମୌସୁମୀ

ମୌସୁମୀ

1 min
3.3K


ମୌସୁମୀ ଗୋ ଆଜି


ମୁଁ ତୁମ ଅପେକ୍ଷାରେ


କେବେ ଯେ ଆସି ଧରା


ଦେବ ଏ ବାହୁ ବକ୍ଷରେ


ତୁମ ବିନା ନିଦାଘରେ


ଜର୍ଜରିତ ଏ ଜୀବନ


ଥରେ ଗୋ ତୁମ ମଲ୍ହାର


ରେ କରାଅ ଆସ୍ୱାଦନ ।



Rate this content
Log in

More oriya poem from Durgaprasad Panda