STORYMIRROR

Biswabaibhaba Mohanty

Inspirational

3  

Biswabaibhaba Mohanty

Inspirational

ମାଆ

ମାଆ

1 min
380

ମାଆର ଏକମାତ୍ର ଝିଅ ମୁଁ,

ମାଆ ବିନା ରହି ପାରେନା ।


ମାଆର ଧନ ସଙ୍ଖାଳି ମୁଁ

ବାଟ ଜାଣିନି ତା ବିନା ।


ଟିକେ ନାକ କାନ୍ଦୁରି ଭାରି ଫୁଲେଇ

ହେଲେ ମାଆର ଅଟେ ଭାରି ଗେହ୍ଲେଇ ।


ମାଆ ବିନା ରହେ ହଷ୍ଟେଲରେ ଆଜି

ଜୀବନକୁ ଲଗାଇ ବାଜୀ ।


ମାଆ ପଣତ ସରଗ ଠୁ ସୁନ୍ଦର

ଚଳନ୍ତି ଦେବତା ଅଟେ ମାଆ ମୋର ।


ତା କୋଳେ ମିଳଇ ଶାନ୍ତି ଅପାର

ତା ସ୍ନେହ ପରଶେ ଦୁଃଖ ହୁଏ ଦୂର ।


କାଳିଆ ସାଆନ୍ତ ଦିଅନ୍ତୁ ଆଶିଷ

ଶହେ ବର୍ଷ ହେଉ ମୋ ମାଆର ଆୟୁଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Biswabaibhaba Mohanty

ମାଆ

ମାଆ

1 min ପଢ଼ନ୍ତୁ

Similar oriya poem from Inspirational