STORYMIRROR

ମାନସ କର

Fantasy

3  

ମାନସ କର

Fantasy

ଲଲାଟେ ଲାବନ୍ୟ

ଲଲାଟେ ଲାବନ୍ୟ

1 min
229

ଲଲାଟେ ଅଙ୍କାଥିବା ଲାବନ୍ୟ

ଅଶ୍ୱର୍ଯ୍ୟର ଅସୀମା 

ଇନ୍ଦ୍ରଧନୁର ଅଳଙ୍କାରେ 

ବିଭୁଷିତ ବେଶେ 

ମେଘର ମହ୍ଲାରରେ  

ଆଛାଦିତ ଆବରଣ 

ନୃତ୍ୟଙ୍ଗନାର ଛନ୍ଦରେ

ତରଙ୍ଗାୟିତ ମଧୁର ଧ୍ୱନୀ ନେଇ  

ଅପରୂପ ଆଇନାର ଆଢୁଆଳରେ

ଆସନ୍ତ କି ?

କିଛି ବର୍ଷାର ଛିଟାକୁ ଛିଚିଂ

ଶୀତବସନ୍ତର ସକଳ କିରଣେ

ନଇଁ ପଡିଥିବା ସଞ୍ଜେ

ଚଉରା ମୂଳର ଦୀପ ଆଲୁଅରେ

ପାହାନ୍ତି ପ୍ରହର ସ୍ୱପ୍ନସବୁ ନେଇ  

ଅଦୃଶ୍ୟ ଆବେଗରେ ପାଛୋଟି ଆଣନ୍ତି 

ଅନାମିକା ପ୍ରେମିକା ତୁମେ।        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy