STORYMIRROR

ମାନସ କର

Romance Others

3  

ମାନସ କର

Romance Others

ଲଲାଟେ ଲାବଣ୍ୟ

ଲଲାଟେ ଲାବଣ୍ୟ

1 min
177

ଲଲାଟେ ଅଙ୍କାଥିବା ଲାବଣ୍ୟ

ଅଶ୍ୱର୍ଯ୍ୟର ଅସୀମା 

ଇନ୍ଦ୍ରଧନୁର ଅଳଙ୍କାରେ 

ବିଭୁଷିତ ବେଶେ 

ମେଘର ମହ୍ଲାରରେ  

ଆଛାଦିତ ଆବରଣ 

ନୃତ୍ୟଙ୍ଗନାର ଛନ୍ଦରେ

ତରଙ୍ଗାୟିତ ମଧୁର ଧ୍ୱନି ନେଇ  

ଅପରୂପ ଆଇନାର ଅଢୁଆଳରେ

ଆସନ୍ତ କି ?

କିଛି ବର୍ଷାର ଛିଟାକୁ ଛିଞ୍ଚି

ଶୀତବସନ୍ତର ସକଳ କିରଣେ

ନଇଁ ପଡିଥିବା ସଂଞ୍ଜେ

ଚଉରା ମୂଳର ଦୀପ ଆଲୁଅରେ

ପାହାନ୍ତି ପ୍ରହର ସ୍ୱପସବୁ ନେଇ  

ଅଦୃଶ୍ୱ ଆବେଗରେ ପାଛୋଟି ଆଣନ୍ତି 

ଅନାମିକ ପ୍ରେମିକା ତୁମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance