STORYMIRROR

Dr. Diptiranjan Behera

Tragedy

2.5  

Dr. Diptiranjan Behera

Tragedy

ଲହୁର ଧାର

ଲହୁର ଧାର

1 min
540


ଲେଖନୀ ମୁନରୁ କାଳି ମୋ ଝରୁନି

ଝରୁଛି ଲହୁର ଧାର

ଦେଖିଯା ପ୍ରିୟାଲୋ ଯେବେଠୁ ଟାଣିଲୁ

ସମ୍ପର୍କେ ଲକ୍ଷ୍ମଣ ଗାର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy