STORYMIRROR

BALABHADRA YADAV

Abstract

2  

BALABHADRA YADAV

Abstract

କଳିକାଳ ପ୍ରେମ

କଳିକାଳ ପ୍ରେମ

1 min
136

ପ୍ରେମ ସାଶ୍ୱତ ରହିଛି ଏଥିରେ ସ୍ବର୍ଗୀୟ ସୁଖ

ବୁଝି ପାରୁନି ଏ ବିବେକ ହୀନ କଳିକାଳ ଲୋକ

କାମନା ବାସନା ମନ ରଖି

ଭୁଲି ଗଲାଣି ସେ ବିଶ୍ୱାସ ପ୍ରୀତି

ସମାଜ ରେ ଆଉ ନାଇ ପ୍ରେମର ସ୍ଥାନ

ପ୍ରେମିକ ସବେ ଏଠି ନିଜ ସ୍ୱାର୍ଥ ର ଗୁଲାମ


ପ୍ରେମ ସାଶ୍ୱତ ରହିଛି ଏଥିରେ ସ୍ବର୍ଗୀୟ ସୁଖ

ବୁଝି ପାରୁନି ଏ ବିବେକ ହନ କଳିକାଳ ଲୋକ


ପ୍ରେମ ଥିଲା ସେହି ଶିବ ପାର୍ବତୀ ଙ୍କର

ସ୍ମଶାନ ର ଶିବ କୁ ସେ ରାଣୀ ମହଲର

ପ୍ରେମ ର ମାନ ଏଥିରେ ଜାଣ

କଳିକାଳ ପ୍ରୀତି ରେ ସ୍ୱାର୍ଥ ର ମାନ


ପ୍ରେମ ସାଶ୍ୱତ ରହିଛି ଏଥିରେ ସ୍ବର୍ଗୀୟ ସୁଖ

ବୁଝି ପାରୁନି ଏ ବିବେକ ହନ କଳିକାଳ ଲୋକ


କାହାକୁ ଦେବ ଆଉ କେଉଁ ଦୋଷ

ଟେକନୋଲୋଜିର ପାଇଁ ଏ ସତ ପ୍ରେମ ଶେଷ

ମନ ର ଭାବନାକୁ ଏଠି ଦିଅନ୍ତି ନି ମୂଳ

ପ୍ରେମ ବଦଳ ରେ ଏଠି ସମ୍ପତ୍ତି ର ଖେଳ


ପ୍ରେମ ସାଶ୍ୱତ ରହିଛି ଏଥିରେ ସ୍ବର୍ଗୀୟ ସୁଖ

ବୁଝି ପାରୁନି ଏ ବିବେକ ହନ କଳିକାଳ ଲୋକ


ପାଠପଢା ରେ ଏବେ ନାଇ ଛାତ୍ରଛାତ୍ରୀ ର ମନ

ବିଦ୍ଯାଳୟ ରେ କରନ୍ତି ସ୍ୱାର୍ଥପର ପ୍ରେମ ର ଗାନ

ବୁଝେଇବା ପାଇଁ ଆଉ ନାଇ କେହି

ଆପେ ଦିନେ ବୁଝିଥାନ୍ତି ନିଜେ ଧୋକା ପାଇ


ପ୍ରେମ ସାଶ୍ୱତ ରହିଛି ଏଥିରେ ସ୍ବର୍ଗୀୟ ସୁଖ

ବୁଝି ପାରୁନି ଏ ବିବେକ ହନ କଳିକାଳ ଲୋକ


ଚେହେରା ପାଇ ପାଗଳ ସବେ ଦେଖନ୍ତିନି ମନ

ସ୍ୱର୍ଗୀୟ ପ୍ରେମ କୁ ବାଦ ଦେଇ ଏଠି କରନ୍ତି ଆନନ୍ଦ

କେମିତି ଜାଣିବେ ସେ ଆତ୍ମା କୁ ଆତ୍ମା ର ମିଳନ

ଗୋଚର ନାଇ ଏଠି ସତ ପ୍ରେମ ର ବନ୍ଧନ


ପ୍ରେମ ସାଶ୍ୱତ ରହିଛି ଏଥିରେ ସ୍ବର୍ଗୀୟ ସୁଖ

ବୁଝି ପାରୁନି ଏ ବିବେକ ହନ କଳିକାଳ ଲୋକ ।


Rate this content
Log in

Similar oriya poem from Abstract