STORYMIRROR

Ladili Biswal

Classics Fantasy Others

3  

Ladili Biswal

Classics Fantasy Others

ଜୀବନ

ଜୀବନ

1 min
360


ରୂପଠାରୁ, ଚରିତ୍ର ବଡ଼, ପ୍ରେମ

ଠାରୁ ତ୍ୟାଗବଡ

ଧନଠାରୁ ମାନବିକତା ବଡ଼ ହେଲେ,

ସୁନ୍ଦର ସମ୍ପର୍କଠାରୁ ବଡ,  

ଦୁନିଆରେ କିଛିବି ନାହିଁ।

ଜୀବନ ମାନେ ହିଁ ସଂଘର୍ଷ

ଯେଉଁ ମଣିଷ ଜୀବନରେ ସଂଘର୍ଷ କରିବା ଶିଖିନାହିଁ

ସେ ମଣିଷ ଜୀବନର ସ୍ବାଦ ଚାଖିନାହିଁ

ଯେ କୌଣସି ପରିସ୍ଥିତି ହଉନା କାହିଁକି

ଧର୍ଯ୍ୟର ସହିତ ସାମ୍ନା କରନ୍ତୁ

ଦେଖିବେ ନିଶ୍ଚୟ ଦିନେ ନା ଦିନେ

ଜୀବନର ସ୍ବାଦ ପାଇଯିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ladili Biswal

ଜୀବନ

ଜୀବନ

1 min ପଢ଼ନ୍ତୁ

Similar oriya poem from Classics