STORYMIRROR

alok mahapatra

Thriller

3  

alok mahapatra

Thriller

ଜୀବନ

ଜୀବନ

1 min
152

ଫେଣ୍ଟା ଫେଣ୍ଟି କରି ମିଶି ଯାଇଛି ମୋ ଜୀବନ

ଗୁଣନ ହରଣ ମିଶାଣ ଫେଡାଣର

ଏକ କିମ୍ବଦନ୍ତୀ ପାଣ୍ଡୁଲିପି ,

ଯୋଉ ପାଣ୍ଡୁଲିପିରେ ଅଛି -

ଚିତ୍ରଗୁପ୍ତ, ଶାହାଜାହାନ୍,ଲୈଲା,ସାଲବେଗ

ରାମ -ରାବଣର ଚିତ୍ରପଟ୍ଟ ।


ଆସ ସମସ୍ତେ ମିଶିକି ଖୋଜ ପାଣ୍ଡୁଲିପି

ଯଦି ନ ପାଉଚ

ତେବେ ଡିଣ୍ଡିମ ପିଟି ଘୋଷଣା କର

ଶ୍ମଶାନରେ ଥିବା "ଶବଟିର"

ମୃତ୍ୟୁ ହୋଇ ସାରିଛି କେବେଠାରୁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from alok mahapatra

ଜୀବନ

ଜୀବନ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

Similar oriya poem from Thriller