STORYMIRROR

Samir Kumar Beura

Abstract

2  

Samir Kumar Beura

Abstract

ଜୀବନ ଦାସ -1

ଜୀବନ ଦାସ -1

1 min
103

ଜୀବନର ମେଟ୍ରୋ ଏଠି

ଅହରହ ଦୌଡୁଥାଏ

ଆରମ୍ଭରୁ ଶେଷ ଯାଏଁ

କର୍ମର ଟ୍ରାକ ଉପରେ

ଦୁଃସମୟର ବୋଝ ବୋହୁଥାଏ

ଜୀବନ ଦାସ

ଷ୍ଟେଟନର କୁଲିଟିଏ ହୋଇ

ନିରବ ରାତିରେ

ମହାନଗରୀର ଛାତିରେ

ଗ୍ରାହକ ଅପେକ୍ଷ୍ୟାରେ ଛିଡାହୋଇଥିବା

ବେଶ୍ୟା ପରି ଜୀବନ

ସାଦାଦୋସା ଅବା କଦଳୀ ବ୍ରେଡରେ

ଭୋକ ମେଂଟାଏ ଜୀବନ,

ଜୀବନ ଏଠି ଗୋଟେ ପୁରୁଣା ଦସ୍ତାବିଜ

ଯାହା ମୂଲ୍ୟହୀନ ,

ଅନ୍ୟପାଇଁ ଦୀପପରି ଜଳିଜଳି

ପାଉଁଶ ହେବାକୁ ତାର ଜନ୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Samir Kumar Beura

Similar oriya poem from Abstract