STORYMIRROR

Chinmayee Tripathy

Tragedy

2  

Chinmayee Tripathy

Tragedy

Jibana ru pade

Jibana ru pade

1 min
580

ଏକା ଏକା ଵ୍ୟର୍ଥ ଜୀବନ ତା ହେଲେ କଣ ବଞ୍ଚିବାର ସ୍ବପ୍ନ

କେମିତି ଜାଣିବି, କେମିତି ବୁଝିବି

ଅସରନ୍ତି ରାସ୍ତା ଚାଲିବାର ଅଛି

ଜୀବନ କନ୍ ଏ ଜୀବନ

କେଉଁଠି କେମିତି ସରିବ

ହଠାତ୍, ଭାଙ୍ଗିଗଲା ନିଦ

ତା ପରେ ନଥିଲା ମୋ ସ୍ବପ୍ନ ର ମରୀଚିକା

କିଏ ସେହି ବ୍ୟକ୍ତି ଜାଣିଚ କି

ଯିଏ ଖୋଜୁଥିଲା କଣ୍ଟା ହିନ ପଥ

କିନ୍ତୁ ଦୁଃଖ ଏତିକି ମୋର

ଭାବୁଛି କେମିତି ଚାଲିବି ଏକା ଏକା

କେହି ଆସ ଥରେ

ଥରେ ଆସି କହି ଯା ଅ ଅପ୍ରିୟ ସତ୍ୟ

କିଏ ଦେଖିଛ ଆଉ କିଏ ଜାଣିଛ,

ଜୀବନର ପ୍ରକୃତ ମାନେ

ସତରେ କଣ ଜୀବନ ମରୀଚିକା

ପୁରା ଦିଗ ହରା ଦିଗ ଵଳୟ ପରି

ଦୁଃଖ, ତାପରେ ସୁଖ

ସୁଖ ପରେ ପୁଣି ଦୁଃଖ

ଶୁଣିଥିଲି ଜୀବନର ଅନୁଭବି

ମଣିଷ ପାଖରୁ ଏମିତି କିଛି,

ତଥାପି ହତବକ୍ ଅଛି ଜୀବନରେ ମୋର ଦୁଃଖ ର ସମ୍ଭାର ଦେଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Chinmayee Tripathy

Jibana ru pad...

Jibana ru pad...

1 min ପଢ଼ନ୍ତୁ

Similar oriya poem from Tragedy