Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Panda

Comedy

3  

Sasmita Panda

Comedy

ଗୋଟିଏ କାହାଣୀ

ଗୋଟିଏ କାହାଣୀ

1 min
177


ଶୁଣ ଶୁଣ କହୁଛି ଗୋଟିଏ କାହାଣୀ

ଗୋଟିଏ ରାଜା ଙ୍କ ଥିଲେ ତିନୋଟି ରାଣୀ ।

ତିନି ଭାଉଜ ଙ୍କ ଗୋଟିଏ ନଣନ୍ଦ ରାଣୀ

କଥା କହିବାରେ ସେ ଭାରି ସିଆଣି ।


ନଣନ୍ଦ କହେ ଶୁଣ ଶୁଣ ମୁଁ ଭାଉଜ ରାଣୀ

ଯିଏ ପାରିବ ମୋ ମନ କୁ ଜିଣି ।

ତାକୁ କରିବି ରାଜା ଙ୍କ ପାଟ ରାଣୀ

ରାଜାଙ୍କର ଅଟେ ମୁଁ ଗେହ୍ଲା ଭଉଣି ।


ନଣନ୍ଦ ସେବାରେ ଲାଗିଲେ ବଡ , ସାନ ରାଣୀ

ପ୍ରଜାଙ୍କ ସେବାରେ ଲାଗିଲେ ମଝିଆ ରାଣୀ ।

କହନ୍ତି ରାଜା ଭାରି ଚାଲାକି ମୋ ଭଉଣି ।

ଖୋଜୁଛି ମୋ ପାଇଁ ପାଟରାଣୀ ।


ରାଜାଙ୍କୁ କହନ୍ତି ସାନ ଭଉଣୀ

ବଡ ସ୍ୱାର୍ଥବାଦି ବଡ ଆଉ ସାନ ରାଣୀ ।

ରାଜ ଦାଇତ୍ୱ ଭୁଲି ସେବା କରନ୍ତି ମୋ ମନ ଜାଣି

କରିବି ବୋଲି ତାଙ୍କୁ ପାଟ ରାଣୀ ।


ଦାଇତ୍ୱ ବାନ ଅଟଇ ମଝିଆ ରାଣୀ

ପ୍ରଜା ଙ୍କ ସେବା କରି ମୋ ମନ ନେଲେ କିଣି ।

ପ୍ରଜାଙ୍କ ନିଶ୍ୱାର୍ଥ ପର ସେବା କରଇ ଯେଉଁ ରାଣୀ

ସେହିଁ ପ୍ରକୃତରେ ହେବ ରାଜାଙ୍କ ପାଟ ରାଣୀ ।



Rate this content
Log in

Similar oriya poem from Comedy