STORYMIRROR
ମୁଁ ଗୋପ ଗୌଡୁଣୀ
ମୁଁ ଗୋପ ଗୌଡୁଣୀ
Sasmita Panda
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
Sasmita Panda
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
ମୁଁ ଗୋପ ଗୌଡୁଣୀ
ମୁଁ ଗୋପ ଗୌଡୁଣୀ
ମୁଁ ଗୋପୋ ଗୌଡ଼ୁଣି
ଆଣିଛି ଦହି
କିଏସେ ନବ କିଣି ।
ସର ଲବଣୀ ରେ
ମହ ମହ ବାସୁଛି
କହ୍ନେଇ ର ମନ ଜାଣି ।
ମୁଁ ଗୋପ ଗୌଡୁଣୀ
ଆଣିଛି ଦହି
କିଏସେ ନବ କିଣି ।
ରାଧିକା କୁହଇ
କହ୍ନେଇ ମୋ ଶାଖା
ମୁଁ ତାର ରାଧା ରାଣୀ ।
ସରିଗଲେ ଦହି
ପାଇବ ନାହିଁ ଆଉ
ଧଇଁ ଧାଇଁ ନିଅ କିଣି ।
More oriya poem from Sasmita Panda
Download StoryMirror App