STORYMIRROR

Sasmita Panda

Comedy

4  

Sasmita Panda

Comedy

ରାଜା

ରାଜା

1 min
317

ରାଜା ଆସିଲେ ରାଜା

କହି କହି ଗଲା ଗଧିଆ ଭାଇ

ସମସ୍ତେ ବାଜାଅ ବେଣ୍ଡବାଜା ।

ସିଂହ ତ ବଣର ରାଜା

ସମସ୍ତେ ମିଶି ସ୍ଵାଗତ କରିଲେ

ଗଧିଆ କରିଲା ମଜା ।

ହାତୀ ଛାଡ଼ିଲେ ରଡ଼ି

ସ୍ଵାଗତ କରିବେ ରାଜାଙ୍କୁ ବୋଲି

ଠିଆ ହୋଇଲେ କରି ଧାଡ଼ି ।

ଗୀତ ଗାଇଲେ ପକ୍ଷୀମାନେ ମିଶି

ନୃତ୍ୟ କରିଲେ ଆକାଶରେ ଉଡି ଉଡ଼ି

ରାଜାଙ୍କ ମନୋରଞ୍ଜନ କରିବେ ବୋଲି ।

ଗର୍ଜନ କରି କରି ଆସିଲେ ରାଜା

ପ୍ରଜା ଙ୍କ ଖବର ବୁଝିବେ ବୋଲି

ଆଦର ପାଇ ନାଚିଲେ ରାଜା ନିଜ ପଦବୀ ଭୁଲି ।


Rate this content
Log in

Similar oriya poem from Comedy