STORYMIRROR

Prangya priyadarshani Sia

Abstract Thriller Children

3  

Prangya priyadarshani Sia

Abstract Thriller Children

ଗଣେଶ ପୂଜାରେ ଶପଥ ନେବା

ଗଣେଶ ପୂଜାରେ ଶପଥ ନେବା

1 min
267


ଆସରେ ପିଲାଏ ଦୀପ ଜାଳିବା,

ଅନ୍ଧାର ହଟାଇ ଆଲୁଅ ଦବା, 

ଜଗତରେ ଯିଏ ମହତ କରେ, 

ତା ପାଇଁ ପରା ଦୁନିଆ ଝୁରେ । 


ଗଜାନନ ପାଖେ ଅଳି କରିବା, 

ଜ୍ଞାନ ପ୍ରଦୀପକୁ ଜଳାଇ ଦେବା ।


ଫୁଲଟିଏ ହୋଇ ଫୁଟି ଉଠିବା,

ପରିବେଶ ସାରା ମହକୁ ଥିବା,

ଦୁନିଆରେ ପରା ପୂଜା ହୋଇବା,

ପିତା ମାତାଙ୍କର ନାଁ ରଖିବା।


ଗଣେଶ ପୂଜାରେ ଶପଥ ନେବା,

ସଭିଏଁ ଆମେ ଏକ୍ ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract