STORYMIRROR

sangram keshari nayak

Inspirational

4  

sangram keshari nayak

Inspirational

ଏଇତ ଜୀବନ

ଏଇତ ଜୀବନ

1 min
302

ମଶାଣି ବୁଝେନା ଧନୀ କି ଗରିବ

ଶରୀର ଲୀନ ହୁଏ ଜୁଇ ଶିଖରେ l


ଆସିଛୁ ଧରାପୃଷ୍ଟକୁ ପଙ୍ଗୁଳି ହୋଇ

ଚାଲିଯିବ ସଂସାରରୁ ପଙ୍ଗୁଳି ହୋଇ l


ଯମ ଦେଖି ବନି ସମ୍ପତି ପଇସା

ମୁର୍ତ୍ୟୁ ବୁଝିବନି ଟୋକା କି ବୁଢା l


ଗର୍ବ ଅହଂକାର କିଛି ରହିବନି

ଶରୀରତ ହେବ ମାଟି ବାଲି l


ପାଣିପିଇ ବଞ୍ଚିଛୁ ପାଣିରେ ହେବୁ ବିଲୀନ

ଜଙ୍ଗଲ କାଟୁଛୁ ଜୀବନ ନେବ ଅମ୍ଳଜାନ


ସତର୍କ ସୁରକ୍ଷିତ ରହିବାକୁ କରେ ପ୍ରୟାସ

ଜୀବନ ରହିଲେ କରୁଥିବୁ ଆୟସ l


Rate this content
Log in

More oriya poem from sangram keshari nayak

Similar oriya poem from Inspirational